Jump to content

ତଦ୍ଗତ

ଉଇକିଅଭିଧାନ‌ରୁ

ତଦ୍ଗତ

ଉଚ୍ଚାରଣ

[ସମ୍ପାଦନା]

(ତଦ୍ଗତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ -(୨ୟା ତତ୍ପୁରୁଷ; ତଦ୍+ଗତ)

[ସମ୍ପାଦନା]
୧. ଏକାଗ୍ର —୧. With concentrated attention.
୨. ଅଭିନିବିଷ୍ଟ —୨. Closely attentive.

(ଯଥା—ସେ ତଦ୍ଗତ ହୋଇ ପୁରାଣ ଶୁଣୁଛି)



ତଦ୍ଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - [ତତ୍ (ତହିଁରେ) ଗତ (ଆସକ୍ତ); ୭ମୀ ତତ୍]

[ସମ୍ପାଦନା]
୧. ଏକାଗ୍ର; ଅଭିନିବିଷ୍ଟ; ତନ୍ତ୍ରିଷ୍ଠ —୧. Closely attentive; diligent.
୨. ତହିଁରେ ଆସକ୍ତ —୨. Wholly devoted or attached to that; intent on that.