Jump to content

ତଦ୍ଗୁଣ

ଉଇକିଅଭିଧାନ‌ରୁ

ତଦ୍ଗୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଦ୍=ତାହାଙ୍କର+ଗୁଣ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ତାହାର ଗୁଣ —୧. Its, his or her quality or attribute.
୨. କାବ୍ୟର ଅଳଙ୍କାରବିଶେଷ, ଯେଉଁ ଅଳଙ୍କାରରେ ଆପଣାର ଗୁଣ ପରିତ୍ୟାଗ କରି ଅନ୍ୟ ନିର୍ଦ୍ଦିଷ୍ୟ ବ୍ୟକ୍ତି ବା ବସ୍ତୁର ଗୁଣ ଗ୍ରହଣ କରାଯିବା ବର୍ଣ୍ଣିତ ହୁଏ — ୨. A figure in rhetoric.
୩. କେତେକ ବସ୍ତୁର କବିବର୍ଣ୍ଣିତ ପ୍ରସିଦ୍ଧ ଗୁଣ — ୩. Celebrated qualities of certain things in poetical license.

(ଯଥା—ବିରହିଣୀର ଶରୀରକୁ ଚନ୍ଦ୍ରଙ୍କ ଜ୍ୟୋସ୍ନା ଅଗ୍ନିପରି ଦହନ କରେ)

୪. କେତେକ ଦ୍ରବ୍ୟର ପ୍ରସିଦ୍ଧ ଗୁଣ —୪. The celebrated or well known qualities of certain things.

(ଯଥା—ଚନ୍ଦନର ଶୀତଳତ୍ୱ, ଅଗ୍ନିର ଦାହକତ୍ୱ)

ବିଶେଷଣ - [ତଦ୍ (ତାହାଙ୍କର) ଗୁଣ (ପରିଗୁଣ ଯାହାର) ବହୁବ୍ରୀହି]

[ସମ୍ପାଦନା]

ତାଙ୍କ ଗୁଣପରି ଗୁଣବିସିଷ୍ଟ —Having attributes similar to those passed by him, her or it; having equvalent atributes with him, her or it.