ତଦ୍ଦଣ୍ଡ
ଦେଖଣା
ତଦ୍ଦଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. ବିଶେଷଣ - (ତତ୍=ସେହି+ଦଣ୍ଡ=ମୁହୂର୍ତ୍ତ)
[ସମ୍ପାଦନା]ସେହିକ୍ଷଣି; ସେହି ମୁହୂର୍ତ୍ତରେ; ତଦ୍ଦଣ୍ଡେ; ତତ୍କ୍ଷଣାତ୍ — Immediately; in the nick of time; instantly; instantaneously.
ବିଶେଷ୍ୟ -
[ସମ୍ପାଦନା]- ୧. ସେହି ମୁହୂର୍ତ୍ତ —୧. That very moment.
- ୨. ସେହି ବାଡ଼ି; ସେହି ଯଷ୍ଟି —୨. That very stick.