Jump to content

ତଦ୍ଦିନ

ଉଇକିଅଭିଧାନ‌ରୁ

ତଦ୍ଦିନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ତତ୍+ଦିନ)

[ସମ୍ପାଦନା]
୧. ସେହି ଦିବସ — ୧. That very day; the same day.
୨. ମଧ୍ୟାହ୍ନରେ —୨. In the middle of the day.
୩. ପ୍ରତିଦିନ —୩. Daily; every day.