Jump to content

ତଦ୍ଧିତ

ଉଇକିଅଭିଧାନ‌ରୁ

ତଦ୍ଧିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - [ତଦ୍ (ସେହି ମୂଳ ଶବ୍ଦ)+ହିତ (ଯାହା ଉପଯୁକ୍ତ ହୁଏ) ଯାହା ମୂଳ ଶବ୍ଦର ଉପଯୁକ୍ତ]

[ସମ୍ପାଦନା]
୧. ତାହାଙ୍କର ମଙ୍ଗଳ —୧. His or her benefit.
୨. (ବ୍ୟାକରଣ) ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ— ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗ କରାଯାଇ ନୂତନ ଶବ୍ଦ ଗଠିତ ହୁଏ —୨. Name of certain class of suffixes added to nouns, pronouns and adjectives.

(ଯଥା—ମତ୍, ବତ୍, ଈନ୍, ବିନ୍, ଯ)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତତ୍ପକ୍ଷେ ହିତକର ବା ମଙ୍ଗଜନକ —Conducing to the benefit of that person or object; beneficial thereto.