ତଦ୍ଧିତ ପଦ
ଦେଖଣା
ତଦ୍ଧିତ ପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଶେଷ୍ୟ, ବିଶେଷଣ ଓ ସର୍ବନାମଶବ୍ଦ ପରେ ପ୍ରତ୍ୟୟ ଯୋଗ କରାଯାଇଯେଉଁ ପଦମାନ ନିଷ୍ପନ୍ନ ହୁଏ —Derivatives from nouns, pronouns and adjectives.
(ଯଥା—ଜ୍ଞାନବାନ୍; ଦୟାଳୁ (ବିଶେଷ୍ୟରୁ ନିଷ୍ପନ୍ନ); ମହିମା ଗରିଷ୍ଠ (ବିଶେଷଣରୁ ନିଷ୍ପନ୍ନ; ତଦୀୟ, ମଦୀୟ, ତାଦୃଶ) (ସର୍ବନାମରୁ ନିଷ୍ପନ୍ନ)