ତଦ୍ଭବ
ଦେଖଣା
ତଦ୍ଭବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ତହିଁରୁ ଉତ୍ପନ୍ନ ବା ଜାତ — Born or produced from that.
ସଂସ୍କୃତ - ବିଶେଷଣ - (ଅଭିଧାନକାରଙ୍କ ପରିଭାଷା)
[ସମ୍ପାଦନା]ଭାଷାର ଯେଉଁ ଶବ୍ଦମାନ ମୂଳସଂସ୍କୃତ ଶବ୍ଦରୁ ଅପଭ୍ରଷ୍ଟ ହୋଇଅଛି — (Lexicographer's term) Words which have come from Sanskrit and have under gone some change.
(ଯଥା—ସଂସ୍କୃତ - ହସ୍ତରୁ ହାତ; ଘର୍ଷଣରୁ ଗଷା, ଦୂହିତରୁ, ଝିଅ, ଅର୍ଜନରୁ ଅରଜନ, ଘୃତରୁ ଘିଅ)
[ଦ୍ରଷ୍ଟବ୍ୟ —ଏହି ଶ୍ରେଣୀର ଶବ୍ଦମାନ ଏ ଭାଷାକୋଷରେ ଦେଶୀୟ ବା ଦେଶ୍ୟ ଶବ୍ଦମାନଙ୍କ ଅନ୍ତର୍ଭୁକ୍ତ କରାଯାଇଅଛି]