Jump to content

ତଦ୍ଭିନ୍ନ

ଉଇକିଅଭିଧାନ‌ରୁ

ତଦ୍ଭିନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ତଦ୍+ଭିନ୍ନ)

[ସମ୍ପାଦନା]

ତାହା ଛଡ଼ା — Excepting that.



ତଦ୍ଭିନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତତ୍+ଭିନ୍ନ=ପୃଥକ୍; ୫ମୀ ତତ୍)

[ସମ୍ପାଦନା]
୧. ତଦିତର; ତଦନ୍ୟ; ତାହାଠାରୁ ପୃଥକ୍ — ୧. Barring him or her; different or separate from that.
୨. ତାହାଠାରୁ ସ୍ୱତନ୍ତ୍ର —୨. Distinct from that.