Jump to content

ତଦ୍ରୁପ

ଉଇକିଅଭିଧାନ‌ରୁ

ତଦ୍ରୁପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତତ୍=ତାହାର କିମ୍ୱା ସେହି+ରୂପ=ପ୍ରକାର)

[ସମ୍ପାଦନା]
୧. ତତ୍ସଦୃଶ; ତଦ୍ୱତ୍ —୧. Similar to that; of that form; of that kind; like that.


୨. ସେହି ପ୍ରକାରର —୨. Similar; such; such-like.

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]
୧. ସେହିପରି —୧. In that manner.
୨. ତଦନୁସାରେ —୨. According to that.