Jump to content

ତଦ୍ୱଂଶୀୟ

ଉଇକିଅଭିଧାନ‌ରୁ

ତଦ୍ୱଂଶୀୟ

ଉଚ୍ଚାରଣ

[ସମ୍ପାଦନା]
(ତ୍ଦ୍ୱଂଶୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ତ୍ଦ+ବଂଶ+ ସମ୍ୱନ୍ଧାର୍ଥେ. ଈୟ)

[ସମ୍ପାଦନା]
୧. ସେହି ବଂଶରୁ ଜାତ — ୧. Born of that family.
୨. ସେହି ବଂଶ ସମ୍ୱନ୍ଧୀୟ — ୨. Relating to that family.