Jump to content

ତଦ୍ୱତ୍

ଉଇକିଅଭିଧାନ‌ରୁ

ତଦ୍ୱତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ -(ତଦ୍+ଉପମାର୍ଥେ ବତ୍)

[ସମ୍ପାଦନା]

ସେହିପରି — Like that; likewise.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତଦନୁଯାୟୀ; ତତ୍ସମ; ତହିଁ ସମାନ — Similar to that.



ତଦ୍ୱତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତଦ୍+ସାଦୃଶ୍ୟାର୍ଥେ; ବତ୍)

[ସମ୍ପାଦନା]
୧. ତଦ୍ରୁପ; ତତ୍ତୁଲ୍ୟ —୧. Similar to that; like that; similar thereto.
୨. (ଅଛି ଅର୍ଥରେ ବତ୍)—ତଦ୍ୱିଶିଷ୍ଟ — ୨. Having that.