Jump to content

ତନ

ଉଇକିଅଭିଧାନ‌ରୁ

ତନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ତନୁ) ଲଗ୍ନିକ ବନ୍ଧୁ — ୧. Close relative.
୨. (ସଂସ୍କୃତ - ତନୟ) ପୁଅ —୨. Son.
୩. (ସଂସ୍କୃତ - ତନସ୍) ତନୁ —୩. Body.

ଲୁଛି ଯାଇଁ ମୋହର ହିତପଣ ମୋର ତନ ଜୀବନ ଧନ ପ୍ରାଚୀ. ରହସ୍ୟମଞ୍ଜରୀ

ସଂସ୍କୃତ - ପ୍ରତ୍ୟୟ

[ସମ୍ପାଦନା]

ଘଟିବା ଅର୍ଥରେ କାଳ ଓ ସ୍ଥାନବାଚକ ଶବ୍ଦ 'ସଦା', 'ଆଦ୍ୟ', 'ଅଧୁନା' ପ୍ରଭୃତି ଶବ୍ଦ ସଙ୍ଗେ କରାଯିବା ପ୍ରତ୍ୟୟ — A suffix added to words denoting time and place; and meaning 'happening in' 'placed in'.