ତନାଘନା
ଦେଖଣା
ତନାଘନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତନାଘନା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ ଓ ଘନ ଶବ୍ଦ ସଂମିଶ୍ରଣରେ)
[ସମ୍ପାଦନା]- ୧. ତରବର —୧. Hot haste;
(ଯଥା—ବିଭାଘର ଆଉ ୩ ଦିନ ଅଛି ବୋଲି ଛାମୁଣ୍ଡିଆ ବାନ୍ଧିବା କାମରେ ଭାରି ତନାଘନା ଲାଗିଛି)
- ୨. ତମ୍ୱୀ; ତାଗିଦା —୨. Urgent pressure.
(ଯଥା—ଲାଟବନ୍ଦି ଖଜଣା ଆଦାୟ ନିମନ୍ତେ ପିଆଦାମାନେ ଭାରି ତନାଘନା ଲଗାଇଛନ୍ତି)
ବିଶେଷଣ -
[ସମ୍ପାଦନା]ଅତି ତ୍ୱରାଯୁକ୍ତ —Hasty.
କ୍ରି.ବିଶେଷଣ -
[ସମ୍ପାଦନା]ତ୍ୱରାଯୁକ୍ତଭାବରେ —In hot haste.