Jump to content

ତନାଘନା କରିବା

ଉଇକିଅଭିଧାନ‌ରୁ

ତନାଘନା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ତନାଘନା ଲଗା(ଗେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅତ୍ୟନ୍ତ ତମ୍ୱ କରିବା — ୧. To apply urgent pressure; to demand with pressure.
୨. ଅତ୍ୟନ୍ତ ତ୍ୱରାଯୁକ୍ତ କରିବା — ୨. To hasten; to urge haste.