Jump to content

ତନିଚ୍ଛାୟା

ଉଇକିଅଭିଧାନ‌ରୁ

ତନିଚ୍ଛାୟା

ଉଚ୍ଚାରଣ

[ସମ୍ପାଦନା]
(ତନୁଚ୍ଛାୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତନୁ=ଅଳ୍ପ+ଛାୟା; ବହୁବ୍ରୀହି)

[ସମ୍ପାଦନା]

ଅଳ୍ପ ଛାୟାବିଶିଷ୍ଟ —Having little shade.

ବିଶେଷ୍ୟ -

[ସମ୍ପାଦନା]
୧. ବବୁର ଗଛ —୧. The Acacia.
୨. କଣ୍ଟା କୁସିମ ଗଛ —୨. Arabica tree.


୩. ଜଳ ବବୁର ଗଛ (ଦେଖ) - ୩. Jaḻa babura (See)