Jump to content

ତନୁ

ଉଇକିଅଭିଧାନ‌ରୁ

ତନୁ

ଉଚ୍ଚାରଣ

[ସମ୍ପାଦନା]
(ତନୁ, ତନ୍ୱୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତନ୍ ଧାତୁ=ବିସ୍ତାର କରିବା+କରଣେ. ଉ କିମ୍ୱା କର୍ତ୍ତୃ. ଉ; ଯାହା ଉତ୍ପନ୍ନାବଧି ବିସ୍ତାର ଲାଭ କରେ)

[ସମ୍ପାଦନା]
୧. ଶରୀରର ଚର୍ମ —୧. Skin of the body.
୨. ଅଙ୍ଗ; ଶରୀର —୨. Body; person.
୩. ମୂର୍ତ୍ତି —୩. Image; from.

ଦେଶଜ - ବିଶେଷ୍ୟ - (ପ୍ରାଚୀନପଦ୍ୟ)

[ସମ୍ପାଦନା]

ତନୟ —Child; son.

ସେ ନାମ ମହିମା କହିଲେ ନ ସରେ ଶୁଣରେ ବରଜ ତନୁ ଅଚ୍ୟୁତାନନ୍ଦ. ଅଣାକାର ସଂହିତା

ବିଣପୁଲିଙ୍ଗ -

[ସମ୍ପାଦନା]
୧. ଅଳ୍ପ —୧. Little.
୨. ଛୋଟ —୨. Small.
୩. କୃଶ —୩. Weak; slim; lean; thin.
୪. କ୍ଷୀଣ —୪. Feeble; slender.
୫. କୋମଳ —୫. Delicate.
୬. ସୂକ୍ଷ —୬. Minute.

ଅସମାନ ମାନୁ କରେ ତନୁ ତନୁ ସକଳ କଳଙ୍କର ସୀମା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ