Jump to content

ତନୁଜ

ଉଇକିଅଭିଧାନ‌ରୁ

ତନୁଜ

ଉଚ୍ଚାରଣ

[ସମ୍ପାଦନା]
(ତନୁଜା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ତନୁ=ଶରୀର+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ; ଯେ ତନୁରୁ ଜନ୍ମେ)

[ସମ୍ପାଦନା]

ପୁଅ; ପୁତ୍ର —Son.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଶରୀରରୁ ଉତ୍ପନ୍ନ — Born of the body.



ତନୁଜ

ଉଚ୍ଚାରଣ

[ସମ୍ପାଦନା]
(ତନୂଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ. (ତନୂ=ଶରୀର+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ତନୁଜ (ଦେଖ) - —Tanuja (See)