Jump to content

ତନୁତା

ଉଇକିଅଭିଧାନ‌ରୁ

ତନୁତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନୁ=କୃଶ+ଭାବାର୍ଥେ; ତା)

[ସମ୍ପାଦନା]
୧. କୃଶତା —୧. Thinness.

ତନୁ ତାହାଙ୍କ ଅତି ତନୁତା ଭଜିଛି—କୃଷ୍ଣସିଂହ. ମହାଭାରତ, ଆଦି

୨. ଅଳ୍ପତା; ଲଘୂତା — ୨. Smallness; littleness.
୩. ଦୁର୍ବଳତା —୩. Weakness.