ତନୁଦାନ
ଦେଖଣା
ତନୁଦାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତନୁ+ଦାନ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. (୬ଷ୍ଠୀ ତତ୍) ଦେହ ଦାନ; ନିଜର ଦେହକୁ କୌଣସି ଉଦ୍ଦେଶ୍ୟରେ ଅର୍ପଣ —୧. The gift or offering of one's body for certain purpose.
- ୨. (କର୍ମଧାରୟ) ଅଳ୍ପ ଦାନ —୨. Small gift.
ବଦାନ୍ୟ ଯେ ଲୋକେ ହୋଇଥାଇ ବୁଝ ତନୁଦାନ କି ନ ଦେଇ—ଭଞ୍ଜ. ବୈଦେହୀଶବିଳାସ
- ୩. (ସ୍ତ୍ରୀ ପକ୍ଷରେ) ପୁରୁଷକୁ ସମ୍ଭୋଗାର୍ଥ ଆପଣାର ଦେହକୁ ଅର୍ପଣ କରିବା —୩. Letting one's (female's) body to be enjoyed by a male.