Jump to content

ତନୁ ପାତଳ

ଉଇକିଅଭିଧାନ‌ରୁ

ତନୁ ପାତଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତନୁପାତଳା—ଅନ୍ୟରୂପ)

(ତନୁପାତଳୀ, ତନୁପାତେଳୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ତନୁ=ଦେହ+ପତ୍ରଳ)

[ସମ୍ପାଦନା]

କ୍ଷୀଣ— କଳେବରବିଶିଷ୍ଟ; କ୍ଷୀଣଦେହ — Delicate; thin-bodied.

ଗୋରିଟି ହୋଇବ ଶହେ ଷାଠିଏ, କାଳୀଟି ଅମୂଲମୂଲ ମଝିରେ ସେ ଯେଉଁ ତନୁପାତେଳୀ ସରଗଚାନ୍ଦର ତୂଲ —ଢଗ