Jump to content

ତନୂନପ

ଉଇକିଅଭିଧାନ‌ରୁ

ତନୂନପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନୁ=ଶରୀର+ଊନ=ଲଘୁତା+ପା ଧାତୁ=ପୁଷ୍ଟ କରିବା, ପାଳିନ କରିବା+କର୍ତ୍ତୃ. ଅ; ଯାହା ଖାଇଲେ ଶରୀର ପୁଷ୍ଟ ହୁଏ)

[ସମ୍ପାଦନା]

ଘୃତ; ଘିଅ — Ghee; clarified butter.