ତନ୍ଖି ବଙ୍ଗଳା
ମଫସଲର ରାଜକୀୟ କର୍ମବିଭାଗ ପରିଦର୍ଶନ କରିବାକୁ ଯିବା କର୍ମଚାରିମାନଙ୍କର ସାମୟିକ ଅବସ୍ଥାନ ନିମନ୍ତେ ସେହି ସେହି ବିଭାଗର ମଫସଲ କେନ୍ଦ୍ର ସ୍ଥଳମାନଙ୍କରେ ତୋଳାଯାଇଥିବା ଘର — Inspection Bungalow.