ତନ୍ତର କଟା
ଯେ ତନ୍ତରେ ଲୁଗା ବୁଣେ; ତନ୍ତି —Weaver.
ପତରକଟା, ତନ୍ତରକଟା, ପାଣିଓତା, ଗଉଡ଼ୁଣୀ ମାଈ ଏ ଚାରିଜାତିଙ୍କୁ ବିଶ୍ୱାସ ନାଇ ସମ୍ୱଲପୁର—ପ୍ରବଚନ