Jump to content

ତନ୍ତିପାଳ

ଉଇକିଅଭିଧାନ‌ରୁ

ତନ୍ତିପାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ତି+ପାଳି ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗୋପାଳକ; ଗଉଡ଼ —୧. Cowherd.
୨. ବିରାଟ ରାଜ୍ୟରେ ଅଜ୍ଞାତବାସ ସମୟରେ ସହଦେବଙ୍କ ଗୃହୀତ ନାମ —୨. The name assumed by the youngest Pāṇḍaba-brother in the court of king Birāṭa.