Jump to content

ତନ୍ତୁକାଷ୍ଠ

ଉଇକିଅଭିଧାନ‌ରୁ

ତନ୍ତୁକାଷ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ତୁ+ କାଷ୍ଠ; ମ. ପ. ଲୋ)

[ସମ୍ପାଦନା]

ତାଷଣ; ଯାହାଦ୍ୱାରା ତନ୍ତିମାନେ ସୂତାକୁ ପରିଷ୍କାର କରନ୍ତି ବା ମାଜନ୍ତି; ବୁରୁସ୍ —Weaver'a brush.