ତନ୍ତୁକେ
ଏକ ସୂତା ପରିମାଣରେ —By the breadth of a thread.
ତନ୍ତୁକେ ରହିଅଛି ଏକା ବେଣା ମୋକା, ତାହାକୁ ଆଶ୍ରେ କରିଅଛନ୍ତି ସେ ଏକା କୃଷ୍ଣସିଂହ. ମହାଭାରତ. ଆଦି