Jump to content

ତନ୍ତୁପର୍ବ

ଉଇକିଅଭିଧାନ‌ରୁ

ତନ୍ତୁପର୍ବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ତୁ= ସୂତ୍ରନିର୍ମିତ ଯଜ୍ଞୋପବୀତ+ ପର୍ବନ)

[ସମ୍ପାଦନା]

ଶ୍ରାବଣ ପୂର୍ଣ୍ଣିମା; ଗହ୍ମାପୂର୍ଣ୍ଣିମା; ରାକ୍ଷୀ ପୂର୍ଣ୍ଣିମା — The fullmoon day of the month of Ṡrābaṇa.

[ଦ୍ରଷ୍ଟବ୍ୟ —ଏଦିନ ବ୍ରାହ୍ମଣମାନେ ନୂଆ ପଇତା ପିନ୍ଧନ୍ତି; ରାଜାମାନେ ସୁବର୍ଣ୍ଣ ପଇତା ଗ୍ରହଣ କରି ଅଭିଷିକ୍ତ ହୁଅନ୍ତି ଓ ସାଧାରଣ ଲୋକେ ରାକ୍ଷୀ ବାନ୍ଧନ୍ତି]