Jump to content

ତନ୍ତ୍ରକ

ଉଇକିଅଭିଧାନ‌ରୁ

ତନ୍ତ୍ରକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତନ୍ତ୍ର+କ)

[ସମ୍ପାଦନା]

ନୂଆ ଲୁଗା — A new cloth.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ୍ତ୍ରୀ)

[ସମ୍ପାଦନା]

ତାର ବାଦ୍ୟ; ଯଥା—ବେହେଲା, ବୀଣା, ସୀତାର —Stringed musical instrument.

କାମଜ ଛତିଶ ସହସ୍ର ଲକ୍ଷେ ତନ୍ତ୍ରକ ଲକ୍ଷକ ସହସ୍ର ବିଂଶେ—ପ୍ରାଚୀ. ରହସ୍ୟମଞ୍ଜରୀ