Jump to content

ତନ୍ତ୍ରତା

ଉଇକିଅଭିଧାନ‌ରୁ

ତନ୍ତ୍ରତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ତ୍ର+ ଭାବାର୍ଥେ, ତା)

[ସମ୍ପାଦନା]
୧. ଅଧୀନତା — ୧. Subservience; dependence.
୨. ଷଡ଼ଯନ୍ତ୍ର —୨. Intrigue.
୩. ଉଦ୍ଭାବନା; କୌଶଳ —୩. Contrivance.
୪. ଘନିଷ୍ଠତା; ସମ୍ୱନ୍ଧ; ସାନ୍ନିଧ୍ୟ — ୪. Proximity; intimacy.
୫. ଏକସଙ୍ଗେ ବହୁ କାର୍ଯ୍ୟର ପ୍ରାରମ୍ଭକରଣ —୫. The commencing of many actions at a time.
୬. ଏକ କର୍ମ ପରିବର୍ତ୍ତରେ ଅନ୍ୟ କର୍ମକରଣ — ୬. The doing of one thing instead of another.
୭. ବହୁ ଉଦ୍ଦେଶ୍ୟ ସାଧନାର୍ଥ ଗୋଟିଏ କାର୍ଯ୍ୟ କରିବା (ହିନ୍ଦୀ - ଶବ୍ଦସାଗର) —୭. Doing of one act for attaining more than one object.

[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏହି ଶବ୍ଦ ବ୍ୟବହୃତ ହୋଇଥାଏ ଯଥା—ପରତନ୍ତ୍ରତା; ସ୍ୱତନ୍ତ୍ରତା]