Jump to content

ତନ୍ତ୍ରବାପ

ଉଇକିଅଭିଧାନ‌ରୁ

ତନ୍ତ୍ରବାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ତ୍ର+ ବପ୍ ଧାତୁ= ବୁଣିବା+ କର୍ତ୍ତୃ. ଅ)— (ପ୍ରକୃତିବାଦ ମତରେ 'ତନ୍ତ୍ରାବାପର' ଅର୍ଥ ସ୍ୱରାଜ୍ୟ ଓ ପର ରାଜ୍ୟ ଚିନ୍ତା)

[ସମ୍ପାଦନା]
୧. ତନ୍ତୁବାୟ; ତନ୍ତି —୧. Weaver.
୨. ବୁଢ଼ିଆଣୀ; ମାକଡ଼ସା —୨. Spider.