ତନ୍ତ୍ରିପାଳ
ଦେଖଣା
ତନ୍ତ୍ରିପାଳ
ଉଚ୍ଚାରଣ
[ସମ୍ପାଦନା](ତନ୍ତିପାଳ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତନ୍ତ୍ରୀ+ ପାଳ; ଉପପଦ ତତ୍)
[ସମ୍ପାଦନା]ବିରାଟରାଜ୍ୟରେ ଛଦ୍ମବେଶଧାରୀ ପାଣ୍ଡବମାନଙ୍କର ଅଜ୍ଞାତ ବାସ କାଳରେ ସହଦେବଙ୍କର ଧାରଣ କରିଥିବା ନାମ —The name assumed by Sahadeba during the stay of the Pāṇḍabas at the court of the king Birāṭa in disguise.