ତନ୍ତ୍ର ଧାରକ
ଦେଖଣା
ତନ୍ତ୍ର ଧାରକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତନ୍ତ୍ର=କର୍ମକାଣ୍ଡ ପଦ୍ଧତି+ ଧୃ ଧାତୁ= ଧାରଣ କରିବା + କର୍ତ୍ତୃ. ଅକ)
[ସମ୍ପାଦନା]ଯେଉଁ ବ୍ୟକ୍ତି କର୍ମକାଣ୍ଡର ପଦ୍ଧତି ଅନୁସାରେ କର୍ମ କରୁଥିବା ବ୍ୟକ୍ତିଙ୍କୁ ମନ୍ତ୍ର ପାଠ କରାଏ, ଅର୍ଥାତ୍ କୌଣସି କର୍ମକାଣ୍ଡ ଅନୁଷ୍ଠିତ ହେବା ସମୟରେ ଯେଉଁ ପୁରୋହିତ ପୋଥି ଧରି କର୍ମକାଣ୍ଡୋକ୍ତ ମନ୍ତ୍ରପାଠରେ ସାହାର୍ଯ୍ୟ କରୁଥାଆନ୍ତି; କର୍ମକାଣ୍ଡର ପ୍ରଚାରକ —A priest who assists at a worship or rite by reciting mantras and procedure from the book of rituals.