Jump to content

ତନ୍ତ୍ର ସାଧନ

ଉଇକିଅଭିଧାନ‌ରୁ

ତନ୍ତ୍ର ସାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ତ୍ର+ ସାଧନ; ସମ୍ୱନ୍ଧେ ୬ଷ୍ଠୀ ତତ୍)

[ସମ୍ପାଦନା]

ତନ୍ତ୍ରୋକ୍ତ ପଦ୍ଧତିକୁ ଅବଲମ୍ୱନ କରି ସିଦ୍ଧି— ଲାଭ କରିବା ନିମନ୍ତେ କରାଯିବା କ୍ରିୟାକଳାପ — The observance of rituals mentioned in the 'Tantras' with a view to attain success.