Jump to content

ତନ୍ଦରା କରିବା

ଉଇକିଅଭିଧାନ‌ରୁ

ତନ୍ଦରା କରିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ; ଗଡ଼ଜାତ).କ୍ରିୟାପଦ -

[ସମ୍ପାଦନା]

କୌଣସି କାର୍ଯ୍ୟ କରିବା ନିମନ୍ତେ କୌଣସି ବ୍ୟକ୍ତିକୁ ତ୍ୱରାନ୍ୱିତ କରାଇବା ବା ବେଗ ଦେବା; କାଉଳି କରାଇବା — To incite or press a person to push on with a work; to hurry up another person to do a work.