Jump to content

ତନ୍ଦୁରୁ

ଉଇକିଅଭିଧାନ‌ରୁ

ତନ୍ଦୁରୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତନୁର୍, ଉର୍ଦ୍ଦୁ ତନ୍ଦୁର୍)

[ସମ୍ପାଦନା]

ପାଉଁରୁଟି ତିଆରି କରାଯିବା ଚୁଲ୍ଲୀ ବା ଭାଟୀ —An oven for baking loaf.

[ଦ୍ରଷ୍ଟବ୍ୟ —ଏ ଚୁଲ୍ଲୀ ଉଗୁଡ଼ା ହେବା ହାଣ୍ଡି ଆକାରର ମାଟି ବା ଚୂନରେ ତିଆରି; ଏଥିରେ ଗୋଟିଏ ଛୋଟ ଦ୍ୱାର ଥାଏ ଏଥିରେ ବହୁକ୍ଷଣ କାଠ ବା ଅଙ୍ଗାର ଜାଳି ଏହାର କାନ୍ଥ ଖୁବ ତାତିଗଲା

ପରେ ଏହା ମଧ୍ୟରୁ ପାଉଁଶ ଆଦି କାଢ଼ି ଆଣି ତହିଁ ମଧ୍ୟରେ ପାଉଁରୁଟିର ଗୋଳାମାନ ରଖି ଦେଲେ ଉକ୍ତ ରୁଟି ଫୁଲି ଯାଏ]