ତନ୍ଦ୍ରମହାଦଶା
(ଜ୍ୟୋତିଷ) ମନୂଷ୍ୟର ଜାତକରେ ଗ୍ରହ ଅବସ୍ଥାନ ଅନୁସାରେ ଗଣନା କରାଯିବା ମନୂଷ୍ୟର ଜୀବନରେ ଚନ୍ଦ୍ରଗ୍ରହ ଭୋଗ କରିବା କାଳ (ଏହାର ପରିମାଣ ୧ ବରଷ) —Ten years of the life time of a man when the moon presides over his life.