Jump to content

ତନ୍ଦ୍ରାଳୁ

ଉଇକିଅଭିଧାନ‌ରୁ

ତନ୍ଦ୍ରାଳୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତନ୍ଦ୍ରା+ ଶୀଳାର୍ଥେ ଆଳୁ)

[ସମ୍ପାଦନା]
୧. ନିଦ୍ରାଳୁ; ଘୁମା —୧. Drowsy; sleepy.
୨. ଅଳସ —୨. Slothful; idle.
୩. କ୍ଳାନ୍ତ; ଅବସନ୍ନ —୩. Weary.