ତନ୍ଦ୍ରିକ ସନ୍ନିପାତ
ଦେଖଣା
ତନ୍ଦ୍ରିକ ସନ୍ନିପାତ
ଉଚ୍ଚାରଣ
[ସମ୍ପାଦନା]ଏକପ୍ରକାର ସାନ୍ନିପାତିକ ଜର — A kind of fever.
[ଦ୍ରଷ୍ଟବ୍ୟ —ଏଥିରେ ରୋଗୀ ତନ୍ଦ୍ରାସକ୍ତ ହୁଏ; ଜ୍ୱରର ତାପ ଖୁବ୍ ବେଗରେ ବେଶି ହୁଏ, ଖୁବ୍ ଶୋଷ ହୁଏ; ଜୀଭ କଳା ଓ ଖରଖର ହୁଏ, ଜୋରରେ ନିଶ୍ୱାସ ବହେ, ଖୁବ ଝାଡ଼ା ହୁଏ; ଦେହ ଜଳେ; କାନ ଦରଜ ହୁଏ ଏହାର ଅବଧି ୨୫: ଦିନ ହିନ୍ଦୀ - ଶବ୍ଦସାଗର]