ତନ୍ନିବନ୍ଧନ
ଦେଖଣା
ତନ୍ନିବନ୍ଧନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତନ୍ନିବନ୍ଧନ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ସେହି କାରଣରୁ — ୧. On that account; therefore.
- ୨. ଜଜ୍ଜନ୍ୟ —୨. For that reason.
ସଂସ୍କୃତ - ବିଶେଷ୍ୟ - (ତତ୍+ ନିବନ୍ଧନ= କାରଣ, ହେତୁ; କର୍ମଧାରୟ)
[ସମ୍ପାଦନା]- ୧. ସେହିକାରଣ —୧. That cause.
- ୨. ସେହି ବନ୍ଧନ —୨. That bond.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ସେହିକାରଣଯୁକ୍ତ — ୧. Having that cause.
- ୨. ସେହି ବନ୍ଧନଯୁକ୍ତ —୨. Having that bond.