Jump to content

ତନ୍ନ ତନ୍ନ

ଉଇକିଅଭିଧାନ‌ରୁ

ତନ୍ନ ତନ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତନ୍ନ= 'ତତ୍', ନ' ଅର୍ଥାତ୍ ତାହା ନୁହେଁ, ଅନେକ କଥାକୁ ଦେଖି 'ଏ କଥା ନୁହେଁ', 'ଏ କଥା ନୁହେଁ' କହି କହି କୌଣସି ବିଷୟକୁ ପରୀକ୍ଷା କରିବା)

[ସମ୍ପାଦନା]
୧. ପୁଙ୍ଖାନୁପୁଙ୍ଖ; ବିଷଦଭାବରେ; ବିଶେଷ ଅନୁସନ୍ଧାନପୂର୍ବକ; ଅତି ସୂକ୍ଷ୍ମଭାବରେ ବିଚାର ପୂର୍ବକ —୧. Most thoroughly; minutely; closely; in a sifting manner.
୨. ଅଦ୍ୟୋପାନ୍ତ —୨. From beginning to end.

(ଯଥା—ମୁଁ ବୈଦ୍ୟଶାସ୍ତ୍ରକୁ ତନ୍ନ ତନ୍ନ କରି ଆଲୋଚନା କରିଅଛି)