ତନ୍ମନ
ଏକ ବିଷୟରେ ନିବିଷ୍ଟଚିତ୍ତ; ଯେଉଁ ବ୍ୟକ୍ତି କୌଣସି ବିଷୟରେ ମନମୂନଚଇତନ ଅର୍ପଣ କରିଥାଏ; ଅନନ୍ୟମନା; ତନ୍ମୟ —Having concentrated one's attention to one particular object; in an absorbed state of mind; having taht alone in mind.