Jump to content

ତନ୍ୟତୁ

ଉଇକିଅଭିଧାନ‌ରୁ

ତନ୍ୟତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତନ୍ ଧାତୁ+କର୍ତ୍ତୃ. ଯତୁ)

[ସମ୍ପାଦନା]
୧. ବାୟୁ; ପବନ (ହିନ୍ଦୀ - ଶବ୍ଦସାଗର) — ୧. Wind; air.
୨. ରାତ୍ରି (ହିନ୍ଦୀ - ଶବ୍ଦସାଗର) —୨. Night.
୩. ଗର୍ଜନ (ହିନ୍ଦୀ - ଶବ୍ଦସାଗର) —୨. Roaring.
୪. ଏକ ପ୍ରକାର ପ୍ରାଚୀନ ବାଜା (ହିନ୍ଦୀ - ଶବ୍ଦସାଗର) — ୪. A kind of ancient musical instrument.