Jump to content

ତନ୍ୱଙ୍ଗୀ

ଉଇକିଅଭିଧାନ‌ରୁ

ତନ୍ୱଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ତନୁ=କୃଶ+ଅଙ୍ଗ=ଦେହ+ ସ୍ତ୍ରୀ. ଈ)

[ସମ୍ପାଦନା]

କ୍ଷୀଣାଙ୍ଗୀ; କୃଶାଙ୍ଗୀ — Of a slender and delicate build (female).

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. କୃଶାଙ୍ଗୀ ସ୍ତ୍ରୀ — ୧. A woman of delicate proportions
୨. ଶାଳପର୍ଣ୍ଣୀ ବୃକ୍ଷ — ୨. A kind of medicinal plant.

[ଦ୍ରଷ୍ଟବ୍ୟ —ଏହା ଔଷଧରେ ବ୍ୟବହୃତ ହୁଏ]