ତନ୍ୱୀ
ଦେଖଣା
ତନ୍ୱୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ତନୁ=କୃଶ+ସ୍ତ୍ରୀ ଈ)
[ସମ୍ପାଦନା]ତନ୍ୱଙ୍ଗୀ (ଦେଖ) - Tanwaṇgī (See)
ସଂସ୍କୃତ - ବିଶେଷଣ - (ତନୁ ଶବ୍ଦର ସ୍ତ୍ରୀ ଲିଙ୍ଗ)
[ସମ୍ପାଦନା]ଷୀଣା; କୃଶା —Weak.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଂସ୍କୃତ ବୃତ୍ତବିଶେଷ — Name of a Sanskrit metre.
[ଦ୍ରଷ୍ଟବ୍ୟ —ଏଥିରେ ୨୪: ଅକ୍ଷର; ପଞ୍ଚମ, ଦ୍ୱାଦଶ ଓ ଚତୁର୍ବିଂଶ ଅକ୍ଷର ଉପରେ ଯତି ପ଼ଡ଼େ ହିନ୍ଦୀ - ଶବ୍ଦସାଗର]