Jump to content

ତପ

ଉଇକିଅଭିଧାନ‌ରୁ

ତପ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତପ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ତପନ; ସୂର୍ଯ୍ୟ —୧. The sun.
୨. ଆତପ; ରୌଦ୍ର —୨. Sunshine.
୩. ଗ୍ରୀଷ୍ମକାଳ —୩. The summer; the hot season.

ବିଶେଷତ ତପ ପ୍ରଭା ହୋଇଲ, ବିନିର୍ଗତ ଜୀବନରେ ରହିଲା ଊପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

୫. ଉତ୍ତାପ; ଗରମି —୫. Heat; warmth.

ବିଶେଷଣ -

[ସମ୍ପାଦନା]
୧. ତାପଦାୟକ —୧. Radiating heat.
୨. ଗରମ —୨. Hot.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତପଃ (ଦେଖ) - —Tapaḥ (See)