ତପଃକୃଶ
(ତପଃକୃଶା—ସ୍ତ୍ରୀ)
(ତପଃକୃଶତା, ତପଃକାର୍ଶ୍ୟ—ବି)
ତପସ୍ୟା ଚରଣ କରିବା ଯୋଗୁଁ ଯାହାର ଶରୀର ଶୀର୍ଣ୍ଣ ହୋଇଅଛି —Emaciated on account of practising penance.