ତପଃକ୍ଳେଶ
ଦେଖଣା
ତପଃକ୍ଳେଶ
ଉଚ୍ଚାରଣ
[ସମ୍ପାଦନା](ତପଃକ୍ଲିଷ୍ଟ—ବିଣ)
ସଂସ୍କୃତ - ବିଶେଷ୍ୟ - (ତପଃ+କ୍ଳେଶ, ୬ଷ୍ଠି ତତ୍)
[ସମ୍ପାଦନା]ତପସ୍ୟାଜନିତ ଦୁଃଖ ବା ଶାରୀରିକ କଷ୍ଟ —Physical suffering caused by engagement in or the practice of religious austerities.
[ଦ୍ରଷ୍ଟବ୍ୟ —ଏଥିରୁ ତପଃକ୍ଳେଶସହ, ତପଃକ୍ଳେଶସହିଷ୍ଣୁ, ଆଦି ଶବ୍ଦ ନିଷ୍ପନ୍ନ ହୁଏ ସନ୍ଧିଦ୍ୱାରା ତପଃ ଶବ୍ଦଯୁକ୍ତ ହୋଇ ମଧ୍ୟ ଗୁଡ଼ିଏ ଶବ୍ଦ ନିଷ୍ପନ୍ନ ହୁଏ ଯଥା—ତପୋବଳ; ତପୋନୁଷ୍ଠାନ]