Jump to content

ତପଃସ୍ଥଳୀ

ଉଇକିଅଭିଧାନ‌ରୁ

ତପଃସ୍ଥଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତପଃ+ସ୍ଥଳୀ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ତପସ୍ୟା କରିବାର ସ୍ଥାନ —୧. The place where religious austerities are practised.
୨. କାଶୀଧାମ; ବାରାଣସୀ —୨. Benares.

[ଦ୍ରଷ୍ଟବ୍ୟ —ଏଠାରେ ମହାଦେବ ବହୁଯୁଗ ତପସ୍ୟା କରିଥିବାରୁ ଏହା ତପଃସ୍ଥଳୀ ବୋଲି ବିଖ୍ୟାତ]