Jump to content

ତପଃ ସାଧନ

ଉଇକିଅଭିଧାନ‌ରୁ

ତପଃ ସାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତପଃ+ସାଧନ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ତପସ୍ୟା କରିବା —୧. Practice of religious austerities.
୨. ତପସ୍ୟାର ଉପକରଣ —୨. The materials required for the performance of penance or sacrifice (e.g. ghee, fuel).