Jump to content

ତପତୀ

ଉଇକିଅଭିଧାନ‌ରୁ

ତପତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତପ+ଅପତ୍ୟାର୍ଥରେ ଅତ୍+ସ୍ତ୍ରୀ, ଈ)

[ସମ୍ପାଦନା]
୧. ସୂର୍ଯ୍ୟକନ୍ୟା; ଛାୟାଗର୍ଭସଂଭୂତା ସାବିତ୍ରୀଙ୍କ ଅନୁଜା; କୁରୁବଂଶୀୟ ସଂବରଣ ରାଜାଙ୍କ ପତ୍ନୀ —୧. Daughter of the Sun-god; name of a Rāṇī.
୨. ସୂର୍ଯ୍ୟପତ୍ନୀ ଛାୟାଦେବୀ — ୨. One of the ୨ wives of the Sun-god.
୩. ତାପ୍ତୀ ନଦୀ —୩. Name of a river in South India; the Tāpti river.

କେତେ ଦିନ ଅନ୍ତେ ପାନ୍ଥେ ମିଳିଲେ ପ୍ରଦୋଷେ ତପତୀ—ତଟିନୀ—ତୀରେ ଅଗ୍ନୀଦେବ ସହ ରାଧାନାଥ. ମହାଯାତ୍ରା